ଗୋପୀନାଥପୁର ପଞ୍ଚାୟତର ନୂତନ ସରପଞ୍ଚ ଶ୍ରୀମତୀ ସୁନିମା ମାଝିଙ୍କ ଦାଇତ୍ଵ ଗ୍ରହଣ

Spread the love

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ସଦର ବ୍ଲକ ଅନ୍ତର୍ଗତ ଗୋପୀନାଥ ପୁର ଗ୍ରାମପାୟତରେ ନୂତନ ସରପଞ୍ଚ ଶ୍ରୀମତୀ ସୁନିମା ମାଝୀ ଦିନ ୧୦ଟାରେ ପଞ୍ଚାୟତ ଅଫିସକୁ ଯାଇ ନିଜର ଦାଇତ୍ଵ ଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲା ବିଜେଡି ଯୁବ ବ୍ୟାପାର ସମ୍ପାଦକ ସରୋଜ ନାୟକ, ପୁରୀ ସଦର ବିଜେଡି ଯୁବ ସଭାପତି ବିଜୟ କୁମାର ମାଝୀ, ପୁରୀ ସହର ଯୁବ ସଭାପତି ସୁଧାଂଶୁ ମହାନ୍ତି, ପପୁ ସାହୁ, ଲୋକନାଥ ଦାସ, ଜଗନ୍ନାଥ ବିଶୋଇ, ଆଲୋକ ଭୋଇ, ଦୀପକ ଜାଲୀ ଓ ସୁରଜ ମାଝୀ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ଶ୍ରୀମତୀ ମାଝୀଙ୍କୁ ସ୍ୱାଗତ କରିଥିଲେ ।

ପୁରୀରୁ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *