କଟକ ମହାନଗର ନିଗମର ଷଷ୍ଠ କାଉନସିଲ ବୈଠକ, ଗୃହ ମଝିରେ ହୋହଲ୍ଲା

Spread the love

କଟକ,(ନାଗରାଜ ନ୍ୟୁଜ): କଟକ ମହାନଗର ନିଗମର ଷଷ୍ଠ କାଉନସିଲ ବୈଠକ ଆରମ୍ଭ। ଏହି ବୈଠକରେ ମେୟର, କମିଶନର ଓ ସମସ୍ତ କର୍ପୋରେଟର ଉପସ୍ଥିତ ଅଛନ୍ତି। ବୈଠକରେ ୪୬ ନମ୍ବର ୱାର୍ଡ କର୍ପୋରେଟରଙ୍କ ଭାଇରାଲ ଅଡିଓ ପ୍ରସଙ୍ଗ ଉଠିଛି। ପ୍ରଥମେ ଏହି ପ୍ରସଙ୍ଗରେ ଆଲୋଚନା ପରେ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କର୍ପୋରେଟର ଜିଦ୍‌ କରି ଏହି ପ୍ରସଂଗ ଉଠାଇଛନ୍ତି।ସହରର ମୌଳିକ ସମସ୍ୟା ପ୍ରତି ଧ୍ୟାନ ଦିଆ ଯାଉ ନଥିବା ଅଭିଯୋଗ ଆଣି ହୋ ହାଲ୍ଲା କରି କଳା ପତାକା ପ୍ରଦର୍ଶନ କରିଛନ୍ତି କର୍ପୋରେଟର।

Leave a Reply

Your email address will not be published. Required fields are marked *