ବିଦ୍ୟାର୍ଥୀଙ୍କୁ ପୁରୀ ନରେନ୍ଦ୍ର କୋଣ ସ୍ଥିତ ମହିଳା ମହାବିଦ୍ୟାଳୟରେ କରୋନା ଟୀକା ପ୍ରଦାନ

Spread the love

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ନରେନ୍ଦ୍ର କୋଣ ସ୍ଥିତ ମହିଳା ମହାବିଦ୍ୟାଳୟ ପରିସର ମଧ୍ୟରେ ଅଧ୍ୟକ୍ଷ ଡା. ବିଶ୍ଵନାଥ ବଳିଆରସିଂଙ୍କ ପୌରହିତ୍ୟରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୧୬ ବର୍ଷରୁ ଅଧିକ ବୟସ ଛାତ୍ରଛାତ୍ରୀମାନଙ୍କୁ ପୁରୀ ସଦର ଏଫସି ମୁଖ୍ୟ ଚିକିତ୍ସାଳୟର ସହଯୋଗରେ କରୋନା ଟୀକା ପ୍ରଦାନ କରାଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀଧର ଦାସ, ତାକୁରାମ ଜେନା, ନରେନ୍ଦ୍ର କୁମାର ଦଳାଇ, ତୃପ୍ତିବାଲା ପାଇକରାୟ ଓ କମଳଲୋଚନ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ମହାବିଦ୍ୟାଳୟର ଅଧିକାଂଶ ଛାତ୍ରୀ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *