ଖଇରା ଥାନାରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖଇରା ଥାନାରେ ଆଜି ଦୁର୍ନୀତି ନିବାରଣ ସଂସ୍ଥା ଦ୍ୱାରା ଦିବା 10 ଘଟିକା ସମୟରେ ଖଇରା ଥାନାର ଭାରପ୍ରାପ୍ତ ଅଧିକାରୀ ଗଣେଶ୍ୱର ପ୍ରଧାନ ଙ୍କ ଦ୍ଵାରା ଏକ ଶପଥ ପାଠ କାର୍ଯ୍ୟକ୍ରମ ଥାନା ପରିସରରେ ହୋଇଛି,ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଦିବା 11 ଘଟିକା ସମୟରେ IIC ଗଣେଶ୍ୱର ପ୍ରଧାନ ଓ ତାଙ୍କ କର୍ମଚାରୀ ଙ୍କୁ ନେଇ ରାଷ୍ଟ୍ରୀୟ ଏକତା ଦିବସ ଖଇରା ଥାନା ପରିସରରେ ପାଳିତ ହୋଇ ଯାଇଛି,
ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *