ଆଜି ୫. ୩୦ରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ

Spread the love

ଭୂବନେଶ୍ବର: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ଏହି ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାସହ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଅପରାହ୍ନ ୫ଟା ୩୦ ମିନିଟ୍‌ରେ ଏହି ବୈଠକ ଅନୁଷ୍ଟିତ ହେବ । ଏଥିରେ ପ୍ରସ୍ତାବ ଉପରେ ମୋହର ଲାଗି ପାରେ ବୋଲି ସୂଚନା ରହିଛି ।

ସାଧାରଣ ପ୍ରଶାସନ ବିଭାଗର ୨ଟି ପ୍ରସ୍ତାବ, ପୂର୍ତ୍ତ, ସ୍ବାସ୍ଥ୍ୟ , ଆଇନ ଏବଂ ରାଜ୍ୟ ବିଭାଗର ପ୍ରସ୍ତାବ ଗୁଡିକୁ କ୍ୟାବିନେଟ୍‌ରେ ଅନୁମୋଦନ ମିଳିବ ବୋଲି କୁହାଯାଉଛି ସେହିପରି ପଞ୍ଚାୟତିରାଜ ବିଭାଗର ୨ଟି ପ୍ରସ୍ତାବ ରହିଥିବା ସୂତ୍ରରୁ ଜଣାପଡ଼ିଛି ଯେଉଁ ମନ୍ତ୍ରୀମାନେ ବାହାରେ ଥିବେ ସେମାନେ ଜିଲା ମୁଖ୍ୟାଳୟରୁ ଭିଡିଓ କନ୍‌ଫରେନ୍ସ ଜରିଆରେ ଯୋଗଦେବା ନେଇ ଖବର ରହିଛି ।

Leave a Reply

Your email address will not be published. Required fields are marked *