ଆଜି ହେଉଛି ମହାଶିବରାତ୍ରୀ, ସଜବାଜ ପୁରୀ ସହରରେ ବିଭିନ୍ନ ଶିବାଳୟ

Spread the love

ପୁରୀ, (ନାଗରାଜ ନ୍ୟୁଜ): ଆଜି ହେଉଛି ମହାଶିବରାତ୍ରୀ । ମହାଶିବରାତ୍ରି ଦୀର୍ଘ ତିନିବର୍ଷ ପରେ କୋଭିଡ କଟକଣା କୋହଳ ହୋଇଥିବାରୁ ପୁରୀ ପ୍ରଶାସନ ଜାଗର ଯାତ୍ରାରେ ଭକ୍ତମାନଙ୍କ ପ୍ରବେଶକୁ ମୋହର ମାରିଥିବାରୁ ବାବା ଲୋକନାଥଙ୍କ ପୀଠରେ ଭଜନ ପାଇଁ ଟେଣ୍ଡ, ଭକ୍ତମାନେ ଧାଡିରେ ଦର୍ଶନ କରିବା ପାଇଁ ବ୍ୟବସ୍ଥା, ପୋଲିସ ଭାଇ ଭଉଣୀମାନେ ଡିଉଟି କରିବା ପାଇଁ ତମ୍ବୁଘର , ତିନିବର୍ଷ ପରେ ମହାଶିବରାତ୍ରୀ ପାଳନ କରାଯାଉଥିବାରୁ ଭିଡକୁ ନଜରରେ ରଖି ପ୍ରଶାସନ ତରଫରୁ ବିଭିନ୍ନ କାର୍ୟ୍ୟପନ୍ଥା ଗ୍ରହଣ କରାଯାଇଛି । କୌଣସି ବିଶୃଙ୍ଖଳା ବା ବିଭିନ୍ନ ଅପ୍ରୀତିକର ଘଟଣା ନଘଟିବା ପାଇଁ ସମସ୍ତ ପ୍ରକାର ସୁବ୍ୟବସ୍ଥା ଅବଲମ୍ବନ କରାଯାଇଛି ।

Leave a Reply

Your email address will not be published. Required fields are marked *