ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ମିଳିଛି ରାଜ୍ୟସଭା ଟିକେଟ

Spread the love

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ପଶ୍ଚିମ ଓଡିଶା ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ମିଳିଛି ବିଜେଡି ସୁପ୍ରିମୋ ନବନ ପଟ୍ଟନାୟକଙ୍କ ଆର୍ଶିବାଦ । ଦୀର୍ଘ ବର୍ଷ ଧରି ପଶ୍ଚିମ ଓଡିଶାର ଦଳିତ ଓ ଆଦିବସୀ ମାଙ୍କର ସେବା କରିଆସୁଥିବାରୁ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ତାଙ୍କ ଉପରେ ଆସ୍ଥା ପ୍ରକଟକ କରିଛନ୍ତି। ଅକସ୍କାତ ବିଶିଙ୍କୁ ରାଜ୍ୟ ସଭାକୁ ଟିକେଟ ଦେଇ ମାଷ୍ଟରଷ୍ଟୋକ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ। ହଠାତ ତାଙ୍କ ନାମ ଘୋଷଣା କରି ରାଜ୍ୟ ବାସିଙ୍କୁ ଚକିତ କରିଛନ୍ତି। ରାଜ୍ୟର ଆଦିବାସୀ ଓ ଦଳିତଙ୍କର ସେବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ବାଛି ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀଯୁକ୍ତ ବିଶି।

Leave a Reply

Your email address will not be published. Required fields are marked *