ସାରନଗରୀରେ ବୀର ଯବାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପଦଯାତ୍ରା

Spread the love

ରାଉରକେଲା,(ନାଗରାଜ ନ୍ୟୁଜ): ସାରନଗରୀ ସ୍ଥିତ କନଷ୍ଟ୍ରକସନ କଲୋନୀ ସି ବ୍ଲକ ରେ ଫୁଲ‍ୱାମା ରେ ସହିଦ୍ ହୋଇ ଥିବା ବୀର ଜବାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବା ସହ ଏକ ମହମବତୀ ପଦଯାତ୍ରାର ଆୟୋଜନ କରାଯାଇଥିଲା ଏଥିରେ ସ୍ଥାନୀୟ ଯୁବକ, ଯୁବତୀ ଏବଂ ଛୋଟ ପିଲାମାନେ ସାମିଲ ହୋଇଥିଲେ। ଶୋଭାଯାତ୍ରା ଟି “ସି” ବ୍ଲକ ରୁ ଆରମ୍ଭ ହୋଇ ଯାଯାବର କଲୋନୀ ପର୍ଯ୍ଯନ୍ତ ଯାଇଥିଲା, ପରିଶେଷରେ “ସି” ବ୍ଲକ ସ୍ଥିତ ମଣ୍ଡପ ଠାରେ ଶେଷ ହୋଇଥିଲା।

Leave a Reply

Your email address will not be published. Required fields are marked *