ମହୁରୁଣ୍ଡି ଗାଁରେ ତୁଳସୀ ପୂଜା ପାଳିତ

Spread the love

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ପଞ୍ଚାୟତ ମହୁରୁଣ୍ଡି ଗ୍ରାମରେ ହାରି ଓମ ସାଧକ ଭାଇମାନେ ଓ ମହୁରୁଣ୍ଡି ଗାଁର ପୁଅ ଝିଅ ମାନଙ୍କ ଦ୍ୱାରା ତୁଳସୀ ପୂଜା ପାଳିତ ହୋଇଯାଇଛି  । ତୁଳସୀ ପୂଜା କରାଯାଇ ସଂସାରରୁ ରୋଗ ଦୁଃଖ ଦୂର କରିବା ପାଇଁ ଭଗବାନଙ୍କୁ ଗୁହାରି କରାଯାଇଥାଏ । ତୁଳସୀ ପତ୍ର ଖାଇଲେ ରୋଗରୁ ମୁକ୍ତି ହୋଇଥାନ୍ତି ଓ ସେହିଁ ତୁଳସୀ ପୂଜାରେ ହାରି ଓମ ସାଧକ ଭାଇମାନେ ଏବଂ ମହୁରୁଣ୍ଡି ଗାଁର ହାରି ଓମ ସାଧକ ଭାଇ ସନୁ କୁଅଁର, ଡୋଳାମଣି ଷାଣ୍ଢ, ରାଜିବ ବରିହା, ରୁପେନ୍ଦ୍ର ମୁଣ୍ଡା, ରମାକାନ୍ତ ଷାଣ୍ଢ, ଡିଲେଶ୍ୱର ସାହାଣୀ ଏବଂ ମହୁରୁଣ୍ଡି ଗ୍ରାମବାସୀ ତୁଳସୀ ପୂଜାରେ ଉପସ୍ଥିତ ରହିଥିଲେ ।

 

Leave a Reply

Your email address will not be published. Required fields are marked *