ବିଶାଖାପାଟନମ କେମିକାଲ କମ୍ପାନୀରେ ଅଗ୍ନୀକାଣ୍ଡ

Spread the love

ଭୁବନେଶ୍ଵର,୧୪।୭(ଏନ୍‌ ନ୍ଯୁଜ୍‌) ଗତ ରାତିରେ ବିଶାଖାପାଟନମରେ ଏକ କେମିକାଲ କମ୍ପାନୀରେ ଭୟାବହ ଅଗ୍ନୀ କାଣ୍ଡ ଘଟିଛି। ଖୁବ୍ ଯୋରେ ନିଆଁ ଜଳି ଉଠିବା ସହ ମଝିରେ ମଝିରେ ଗ୍ୟାସ ଟାଙ୍କୀ ପ୍ରଚଣ୍ଡ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଥିଲା। ଆଖପାଖ ପରିବେଶ ଉତପ୍ତ ହୋଇ ଉଠିଥିଲା। ୬୦ ରୁ ୭୦ ଶ୍ରମୀକ ଫସି ରହିଥିବା ଅନୁମାନ କରାଯାଉଛି। ଜନସାଧାରଣ ଭୟଭୀତ ଅସ୍ଥାରେ ରହିଥିଲେ। ରାତି ସାରା ଦମକଳ ବାହିନୀ ନିଆଁକୁ ଆୟତ କରିବାକୁ ଲାଗି ପଡିଥିଲେ। ଅଗ୍ନୀକାଣ୍ଡର କାରଣ ଜଣାପଡିନାହିଁ। ଆଖ ପାଖର ଜନସାଧାରଣ ଭୟଭୀତ ହୋଇ ରହିଛନ୍ତି।

Leave a Reply

Your email address will not be published. Required fields are marked *