କପିଳାଶ ପୀଠରେ ପାହାଚ ଚଢୁଥିବା ବେଳେ ଜଣେ ଟଳି ପଡିଲେ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି କପିଳାଶ ପୀଠରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର କୁଆଖିଆ ଅଞ୍ଚଳର ଶ୍ରୀମନ୍ତପୁର ଗ୍ରାମର ପୀତବାସ କାଣ୍ଡି48ବର୍ଷ ମହା ଶିବରାତ୍ରି ଉପଲକ୍ଷେ ଆଜି କପିଳାଶ ପୀଠକୁ ଶ୍ରୀଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କ ଦର୍ଶନ ନିମନ୍ତେ ଆସିଥିଲେ ପାହାଚ ଚଢି ଦର୍ଶନ ପାଇଁ ଯାଉଥିବା ସମୟରେ ସେହଟାତ ଅସୁସ୍ଥ ହୋଇ ପଡିଯାଇ ଚେତା ଶୂନ୍ୟ ହୋଇଥିଲେ ତୁରଣ ତାଙ୍କୁ ଗୁରୁତର ଅବସ୍ଥାରେ 108ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ108ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ମେଡିକାଲ କୁ ସ୍ଥାନସ୍ତର କରାଯାଇଛି .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *