ଇଶ୍ଵରୀୟ ରାଜଯୋଗ ସାଧନା ବଳରେ ବିଶ୍ଵ ହିତୁପିଣ୍ଡ ଦିବସ ପାଳିତ

Spread the love

ପୁରୀ, (ନାଗରାଜ ନ୍ୟୁଜ): ପ୍ରଜାପିତା ବ୍ରହ୍ମ କୁମାରୀ ଏସ୍ୱରୀୟ ରାଜଯୋଗ ସାଧନା ବଳରେ ବଳିଆ ପଣ୍ଡା ସ୍ଥିତ ଓମ୍ ଶାନ୍ତି ଆଡିଟରୀୟମ ଠାରେ ବିଶ୍ଵ ହିତୁପିଣ୍ଡ ଦିବସ ତଥା ବରିଷ୍ଠ ନାଗରିକ ମାନଙ୍କର ଜୀବନ ସମୂର୍ଦ୍ଧ ସେମିନାର ଏକ ଶାନ୍ତି ବାତାବରଣ ମଧ୍ୟରେ ପାଳନ କରାଯାଇଅଛି ।ଏହି ବୈତ ସାମୁହିକ କାର୍ଯ୍ୟକ୍ରମ କୁ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ତଥା ହସ୍ପିଟାଲ ର ଆସୋଷିଏଟ ପ୍ରଫେସର (ଭେଶିଜ୍ ବିଭାଗ) ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ ,ଡାକ୍ତର ମହେଶ୍ ଏନ୍ ହେମାଦ୍ରି ହନମନ୍ତ ହର ସେଟି ସ୍କାଇଟି କମିସନର୍ .

Leave a Reply

Your email address will not be published. Required fields are marked *