ଗାଧୋଉଥିବା ବେଳେ ଯୁବକ ନିଖୋଜ

Spread the love

କଟକ,(ନାଗରାଜ ନ୍ୟୁଜ): ସାଲେପୁର ନିଶ୍ଚିନ୍ତକୋଇଲି ହୋଲି ଖେଳି ବରପଦା ନିକଟ ଲୁଣା ଚିତ୍ରତ୍ପଳା ନଦୀ ସଙ୍ଗମ ସ୍ଥଳ ନାଗାମଠ ନିକଟରେ ଗାଧୋଉଥିବା ବେଳେ ଯୁବକ ପାଣି ରେ ନିଖୋଜ। ଅଗ୍ନିଶମ ବିଭାଗ ଖୋଜାଖୋଜି ଜାରି। ନିଖୋଜ ହୋଇଥିବା ଯୁବକ ହେଲେ ଜିଗିନି ପୁର ପଞ୍ଚାୟତ ମହଜନପୂର୍ ଗାଁ ର ରାଜ କୁମାର ସେନାପତି। ସମସ୍ତେ ରାଜା ବୋଲି ଡାକି ଥାଆନ୍ତି ।ହୋଲି ଖେଳି ସାରି ତିନି ଜଣ ସାଙ୍ଗ ଦିନ 2ଟା ସମୟରେ ନଦୀ ରେ ଗାଧୋଉ ଥିବା ବେଳେ ହଠାତ୍ ନଦୀରେ ଭାସି ଯାଇଥିଲେ । ସୂଚନା ପାଇ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ପକ୍ଷରୁ ଦୀର୍ଘ ସମୟ ଖୋଜା ଖୋଜି ପରେ ଉଦ୍ଧାର ହୋଇଛି ମୃତ ଦେହ। ମୃତ ଦେହକୁ ବ୍ୟବ ଛେଦ୍ ପାଇଁ ମେଡିକାଲ ପଠା ଯାଇଛି।

Leave a Reply

Your email address will not be published. Required fields are marked *