୩ ଦିନ ବନ୍ଦ ରହିବ ନୂଆବନ୍ତ ପ୍ରାଥମୀକ ସ୍ବାସ୍ଥ୍ୟ କେନ୍ଦ୍ର

Spread the love

 

ବାରଙ୍ଗ,୨୩।୯(ଇମିସ) ଭୁବନେଶ୍ବର ବ୍ଳକ ମେଣ୍ଢାଶାଳ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନ ଟାଙ୍ଗିମନ୍ତ ଗ୍ରାମରେ ଥିବା ନୂଆବନ୍ତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ତିନି ଦିନ ପାଇଁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ପ୍ରାଥମୀକ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ୪୫ ବର୍ଷିୟ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣା ପଡିବା ପରେ ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି।

Leave a Reply

Your email address will not be published. Required fields are marked *