ବାରଙ୍ଗ କଂଗ୍ରେସର ରାସ୍ତାରୋକ

Spread the love

ବାରଙ୍ଗ:ବାରଙ୍ଗ ବ୍ଲକ ୩୨ ନମ୍ବର ଜୋନ୍ କଂଗ୍ରେସ କର୍ମୀମାନେ  ତ୍ରିଶୁଳୀଆ ଛକ ଠାରେ ଟାୟାର ଜାଳି ରାସ୍ତାରୋକ କରିବା ସହ କେନ୍ଦ୍ର ସରକାରଙ୍କ ଜନମାରଣ ନିତୀ ବିରୁଦ୍ଧରେ ‌ଶ୍ଲୋଗାନ ଦେଇଥିଲେ। ୩୨ ନମ୍ବର ଜୋନ୍ କଂଗ୍ରେସ ସଭାନେତ୍ରୀ ରୀତାଞ୍ଜଳୀ ସାମଲଙ୍କ ନେତୃତ୍ବରେ ମୂରଲୀଧର ସ୍ବାଇଁ,ପୂର୍ବତନ ଜୋନ୍ ସଭାପତି ମଂଟୁ ମାଝୀ,ପ୍ରଫୁଲ କୁମାର ସାହୁ,ଅରୁଣ କୁମାର ସାହୁ,ରବି ବେହେରା,ଅଞ୍ଜନ କୁମାର ରାଉତ,ମୁଣ୍ଡଳୀ ସରପଞ୍ଚ ଶ୍ରୀକାନ୍ତ ଜେନାଙ୍କ ସମେତ କଂଗ୍ରେସ କର୍ମୀମାନେ । ଫଳରେ ବାରଙ୍ଗ ଭାୟା କଟକ ଭୁବନେଶ୍ବର ଓ ବାରଙ୍ଗ ଭାୟା ବାଙ୍କୀ ବାଲିକୁଦା ମୁଖ୍ୟ ରାସ୍ତାରେ ଯାନାବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *