ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ

କଟକ,(ନାଗରାଜ ନ୍ୟୁଜ): କଟକ ସି.ଡି.ଏ. ସେକ୍ଟର ୭ ସ୍ଥିତ ଦୁର୍ଗାପୂଜା ମଣ୍ଡପ ପ୍ରାଙ୍ଗଣ ରେ ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ର ଆୟୋଜିତ ହୋଇଯାଇଛି । ଅନୁଷ୍ଠାନ ର ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ପ୍ରାୟ ସମୟ ରେ କଟକ ରେ ଅନେକ ସାମାଜିକ ଓ ସେବା କାର୍ଯ୍ୟକ୍ରମ ଓ କଟକ ରେ ଉର୍ଣ୍ଣତି ପାଇଁ ଅନେକ କାର୍ଯ୍ୟ କରିଆସୁଛି । ଆଗାମୀ ଦିନରେ ଅନୁଷ୍ଠାନ ର ସଦସ୍ୟ ମାନେ କଟକ ରେ ବହୁ ସେବା କାର୍ଯ୍ୟ ସହିତ କଟକ ର ଉର୍ଣ୍ଣତି ପାଇଁ କାର୍ଯ୍ୟ କରିବ ବୋଲି ଯୋଜନା ପ୍ରସ୍ତୁତ କରିଛନ୍ତି । ଅନୁଷ୍ଠାନ କୁ ଯଦି ସରକାର ଙ୍କ ତରଫରୁ କିଛି ସାହାଯ୍ୟ ସହଯୋଗ ମିଳନ୍ତା ତାହାଲେ ଆହୁରି ଅଧିକ ସେବା , ସାହାଯ୍ୟ ଓ କଟକ ର ଉର୍ଣ୍ଣତି ପାଇଁ କାର୍ଯ୍ୟ କରି ପାରନ୍ତୁ ବୋଲି ଅନୁଷ୍ଠାନର ସଂସ୍ଥାପକ ଅଭିଜିତ ପୃଷ୍ଟି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.