ସଂଘ ପରିବାର ତରଫରୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଅନୁରୋଧ ପତ୍ର

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ଭୂବନେଶ୍ୱର ନିୟୁ ରେଳ ଷ୍ଟେସନର ସମ୍ପୂର୍ଣ କାର୍ଯ୍ୟକ୍ଷମ ପାଇଁ ଦସ୍ତଖତ ଅଭିଯାନ । ଗତକାଲି ଦିଲୀପ ରାଉତଙ୍କ ନେତୃତ୍ୱରେ ଦଢା ଗ୍ରାମ ପଞ୍ଚାୟତ ସରପଞ୍ଚ ଅଞ୍ଚଳର ବିକାଶ ପାଇଁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଥିସହିତ ସଂଘ ପରିବାରକୁ ଧନ୍ୟବାଦ ଜଣାଇଥିଲେ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭୂବନେଶ୍ୱର ନିୟୁ ରେଳ ଷ୍ଟେସନ ବଦଳରେ ନିୟୁ ଭୂବନେଶ୍ୱର ରେଳ ଷ୍ଟେସନର ମଞ୍ଜୁରି ଦେବା ନିମନ୍ତେ ଅନୁରୋଧ କରାଯାଇଛି । ଏଥିନିମନ୍ତେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଏକ ଅନୁରୋଧ ପତ୍ର ମଧ୍ୟ ଦିଆଯାଇଛି ।

Leave a Reply

Your email address will not be published.