ବାରଙ୍ଗ ରୁ ଆଉ ୩ କରୋନା ପଜେଟିଭ

ଭୁବନେଶ୍ଵର,୧୩।୭(ଏନ୍‌ ନ୍ଯୁଜ୍‌) ବାରଙ୍ଗ ବ୍ଲକ କୁହ୍ନେଇପଢ଼ା ପଞ୍ଚାୟତରୁ ଆଉ ୩ କରୋନା ପଜେଟିଭ ବାହାରିଛନ୍ତି। ଏମାନେ ନିକଟରେ କୁହ୍ନେଇପାଡ଼ାରୁ ବାହାରିଥିବା ଭୁବନେଶ୍ଵର ଟେକ ମହିନ୍ଦ୍ରା କମ୍ପାନୀର କର୍ମଚାରୀଙ୍କ ସଂସ୍ପର୍ଶ ରେ ଆସିଥିଲେ । ବର୍ତ୍ତମାନ ଶୁଦ୍ଧା ବାରଙ୍ଗରୁ ମୋଟ ୬ ସଂକ୍ରିମିତ ବାହାରି ଛନ୍ତି । ସେମାନଙ୍କ ମଧ୍ୟରୁ ଦାଢାପାଟଣାର ଜଣେ ମରିଥିବା ବେଳେ ବାକି ୫ଜଣ ଚିକିତ୍ସାଧିନ ଅଛନ୍ତି।

Leave a Reply

Your email address will not be published.