ଗୋ-ଚାଷୀମାନଙ୍କର ରାସ୍ତା ଉପରେ କ୍ଷୀର ଢାଳି ପ୍ରତିବାଦ

କଟକ, (ନାଗରାଜ ନ୍ୟୁଜ): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଏରକଣା ବଜାରରେ ଓମ୍ଫେଡ଼ର ଚାଷୀମାରଣ ନୀତି ବିରୁଦ୍ଧରେ ଗୋ-ଚାଷୀ ମାନଙ୍କର ରାସ୍ତା ଉପରେ କ୍ଷୀର ଢାଳି ପ୍ରତିବାଦ। ଓମ୍ଫେଡ଼ ଅନ୍ୟ ଦୁଗ୍ଧ କମ୍ପାନୀ ମାନଙ୍କ ଠାରୁ ଲିଟର ପିଛା ଖୁବ କମ ମୁଲ୍ୟ ଦେଉଛି। ଏପଟେ ଗୋ-ଦାନା , ମେଡ଼ିସିନ, ଚୋକଡ଼ ମୂଲ୍ୟ ବହୁତ ଅଧିକ ହେଲାଣି। ତେଣୁ ଏଭଳି ସ୍ଥଳେ ଗରିବ ଗୋ-ଚାଷୀ ଟିଏ ବହୁ କ୍ଷତିଗ୍ରସ୍ତ ହେଉଛି। ଓମ୍ଫେଡ଼ ଯଦି ଲିଟର ପିଛା ଗୁଗ୍ଧ ରେଟ ନ ବଢ଼ାଏ ତେବେ ଆଗକୁ ଚାଷୀ ଆନ୍ଦୋଳନ କରିବେ ବୋଲି କହିଛନ୍ତି।

Leave a Reply

Your email address will not be published.