ବିଦ୍ୟାଳୟ ତରଫରୁ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

 

ବାଲେଶ୍ଵର, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ ଉଚ୍ଚ ବିଦ୍ୟାଳୟ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରାଯାଇଛି । ଏଥିରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷାକର୍ମୀ ଏବଂ ସିଏମସି କମିଟିର ସଭ୍ୟସଭ୍ୟା , ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକ ମାନେ ଉପସ୍ଥିତି ଥିଲେ ।  ପୋଷାକ ପାଇ ଛାତ୍ରଛାତ୍ରୀମାନେ ବହୁତ ଖୁସି ଅନୁଭବ କରିଥିବାର ଦେଖିବାକୁ ମିଳିଥିଲା ।

 

Leave a Reply

Your email address will not be published.