ପୁରୀ ବଡଦାଣ୍ଡରେ ମାଗଣା ପ୍ରସାଦ ବଣ୍ଟନ

ପୁରୀ,(ନାଗରାଜ ନ୍ୟୁଜ): Center for action ଅନୁଷ୍ଠାନ ତରଫରୁ ପୁରୀ ବଡଦାଣ୍ଡରେ ମାଗଣା ପ୍ରସାଦ ବଣ୍ଟନ କରାଯାଇଛି ଏହି ଅନୁଷ୍ଠାନ ଦିବ୍ୟାଙ୍ଗ ମାନଙ୍କୁ ଏକ wheel chairରେ ଦିବ୍ୟାଙ୍ଗ ମାନଙ୍କୁ ଶ୍ରୀ ମନ୍ଦିର କୁ ବିନା ମୂଲ୍ୟ ରେ ନେଇଯାଉଥିବାର ଦୂର୍ଷ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ଆଉ ଏକ ବୁର୍ଦ୍ଧା ଆଶ୍ରମ କରି ବହୁତ ବୁର୍ଧ ଙ୍କୁ ସାହାରା ଦେଇ ପୁରୀରେ ବହୁତ ସଂମାନ ପାଉଛନ୍ତି ଆଜି ତାଙ୍କର ପ୍ରସାଦ ବଣ୍ଟନ ରେ ବହୁତ ଭକ୍ତ ତୃପି ଲଭ କରିଛନ୍ତି

Leave a Reply

Your email address will not be published.