ଧାନମଣ୍ଡିରେ ଅବ୍ୟବସ୍ଥା ପାଇଁ ଫାଟକ ଆଗରେ ଧାରଣାରେ ଚାଷୀ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ରତନପୁର ସେବା ସମବାୟ ସମିତି ରେ ଧାନମଣ୍ଡି ରେ ଚାଷୀ ମାରାଣା ନୀତି ଚାଲିଛି ବୋଲି ଅଭିଯୋଗ ଆଣି ସମିତି ର ଫାଟକ ଆଗରେ ଧାରଣାରେ ବସିଲେ କରଡ଼ାବାଣି ଗ୍ରାମର ସମସ୍ତ ଚାଷୀ |ସେମାନଙ୍କର ଅଭିଯୋଗ ସମିତି ର ସଭାପତି ଓ ସମ୍ପାଦକ ମିଲି ଭଗତ ରେ ଧାନମଣ୍ଡି ଚାଲିଛି |ମିଳିଥିବା ସୂଚନ ସୂଚନା ରୁ ପ୍ରକାଶ ସରକାର ଙ୍କର ନୂତନ ସମବାୟ ନିୟମରେ ବେଗା ପଞ୍ଚାୟତ ରତନପୁର ସମବାୟ ସେମିତି ରେ ସାମିଲ ହୋଇଥିଲା |ରାଜନୀତିକ ଅଭିସନ୍ଧି ରଖି ସମିତି ଏପରି କରୁଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି |ସରକାର ତୁରନ୍ତ ଏହା ଉପରେ ଦୃଷ୍ଟି ନିଁକ୍ଷପ କରି ଚାଷୀ ସମୂହ ଙ୍କୁ ତାଙ୍କର ନାର୍ଯ୍ୟ ଅଧିକାର ଦେବାକୁ ଦୃଢ଼ ଦାବି ହୋଇଛି .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.