ଓଡ଼ିଶା ଜୀବିକା ମିଶନ,ମିଶନ ଶକ୍ତି ବିଭାଗର ୪୦ ଜଣ CRPଙ୍କୁ ସାର୍ଟିଫିକେଟ ପ୍ରଦାନ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଗଁଦିଆ ବ୍ଳକ, ଓଡ଼ିଶା ଜୀବିକା ମିଶନ,ମିଶନ ଶକ୍ତି ବିଭାଗର ୪୦ ଜଣ CRP ଙ୍କୁ ସାର୍ଟିଫିକେଟ ପ୍ରଦାନ . ଆଜି ସଦେଇବେରେଣୀ, ସପ୍ତସଯ୍ୟା ଠାରେଛତ୍ରପତି ମାନଙ୍କୁ basic orientation training ଦିଆଯାଇଥିଲା,ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତା ୧୩-୧୨-୨୦୨୨ ରୁ ଆରମ୍ଭ ହୋଇ ୧୭-୧୨-୨୦୨୨ ରେ ଶେଷ ହେଲା। ଏହି ପ୍ରଶିକ୍ଷଣରେ ଅ଼ଶଂଗ୍ରହଣ କରିଥିବା ସମସ୍ତ CRPଙ୍କୁ ଜିଲ୍ଲାପାଳ, PD, Additional PD, ୮ ବ୍ଳକର ସମସ୍ତ BDO, DSWO,OLM-DPM, Dpc-mission Shakti ଙ୍କ ଦ୍ଵାରା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି ୫ ଦିନିଆ ପ୍ରଶିକ୍ଷଣ କାର୍ଯକ୍ରମକୁ ଗଁଦିଆ ବ୍ଳକର BPM-ବିରକିଶୋର ପଣ୍ଡା ପରିଚାଳନା କରିଥିଲେ।

Leave a Reply

Your email address will not be published.