ହୋଲିରେ ଗଡିଲା ମୁଣ୍ଡ, ପଡିଲା ରକ୍ତର ଛିଟା

କଟକ,(ନାଗରାଜ ନ୍ୟୁଜ): ହୋଲିରେ ଗଡିଲା ମୁଣ୍ଡ , ପଡିଲା ରକ୍ତର ଛିଟା , ତିଗିରିଆ ଥାନା ଅନ୍ତର୍ଗତ ସୁରେନ୍ଦ୍ରପାଟଣା ମୁଣ୍ଡିଆସାହିରେ ଘଟିଛି ଏଭଳି ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଭିନ୍ନ ମାରଣାସ୍ତ୍ର ଦ୍ଵାରା ସଂଘବଧ ଭାବେ ଗୋଟିଏ ପାରିବାରର ତିନି ଜଣ ଙ୍କୁ ଆକ୍ରମଣ । ବାପା ମୃତ , ମାଆ ଝିଅ ଗୁରୁତର, ଗୁରୁତର ଅବସ୍ଥାରେ ଆଠଗଡ଼ ମେଡିକାଲ ରେ ଭର୍ତ୍ତି କରା ଯାଇଥିବା ବେଳେ ଅତି ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ତିଗିରିଆ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି। ମୃତକ ଜଣକ ହେଲେ ସୁରେନ୍ଦ୍ରପାଟଣା ମୁଣ୍ଡିଆସାହିର ଚିନ୍ତାମଣି ବେହେରା।ଉକ୍ତ ଘଟଣା ରେ ପୋଲିସ ଦୁଇ ଜଣ ମହିଳାଙ୍କୁ ଥାନା ରେ ରଖି ପଚରାଉଚରା ଜାରି ରଖିଛି।

Leave a Reply

Your email address will not be published.