ମାସ୍କ ଚେକିଙ୍ଗକୁ କଡ଼ାକଡ଼ି କଲା ଖଇରା ପୁଲିସ

ଖଇରା, (ନାଗରାଜ ନ୍ୟୁଜ): ଖଇରା ପୁଲିସ୍ ମାସ୍କ ଚେକିଙ୍ଗକୁ କଡ଼ାକଡ଼ି କରିଥିବାର ଦେଖିବାକୁ ମିଳିଛି । ଏବେ ଦେଶରେ କରୋନାର ତୃତୀୟ ଲହର ଚାଲୁଥିବାବେଳେ ରାଜ୍ୟରେ ଓମିକ୍ରନ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଜି ଖଇରା ପୁଲିସ ଏଏସଆଇ ଉମାକାନ୍ତ ଧଳଙ୍କ ନିର୍ଦ୍ଦେଶକ୍ରମେ ଥାନା ଆଗରେ ମାସ୍କ ଚେକିଂ କରି ଫାଇନ ଆଦାୟ କରିବା ସହିତ ମାସ୍କ ପିନ୍ଧିବାକୁ ସଚେତନ କରୁଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published.