କଟକ ଚଣ୍ଡି ମନ୍ଦିର ପରିଦର୍ଶନ କଲେ ‘୫-ଟି’ ସଚିବ

କଟକ, (ନାଗରାଜ ନ୍ୟୁଜ): ମା କଟକଚଣ୍ଡୀଙ୍କ ମନ୍ଦିର ପରିଦର୍ଶନ କଲେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ। ମାଙ୍କ ଦର୍ଶନ କରିବା ସହ ମନ୍ଦିର ପ୍ରକଳ୍ପ ଉନ୍ନତିକରଣ କାର୍ଯ୍ୟର କଲେ ସମୀକ୍ଷା । ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କଲେ ଭି.କେ ପାଣ୍ଡିଆନ । କଟକ ଜିଲ୍ଲାପାଳ, ସିଏମସି କମିଶନର ଓ କଟକ ଡିସିପି , ଆଡିସି ଉପସ୍ଥିତ।

Leave a Reply

Your email address will not be published.