ବେଗୁନିଆ ବିଧାୟକଙ୍କର କର୍ମୀସମ୍ମିଳନୀ

ଖୋର୍ଦ୍ଧା: ଆଗକୁ ଆସୁଛି ପଂଚାୟତ ନିର୍ବାଚନ। ଏହାପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ଦଳୀୟ ନେତା ଓ କର୍ମୀଙ୍କ ସହ ବିଧାୟକଙ୍କ ଚାଲିଛି ଜୋରଦାର ଆଲୋଚନା । ଏଥିସହିତ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ୩ଟି ପଂଚାୟତ ଗ୍ରସ୍ତ କରିଛନ୍ତି । ପ୍ରଥମେ ବାଘମାରି ପଂଚାୟତର ହାଟକେଶ୍ୱର, ପୋଢ଼ଡିହ ପଂଚାୟତ ଓ ପଙ୍ଗରସିଂହ ପଂଚାୟତରେ କର୍ମୀସମ୍ମିଳନୀ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବାଘମାରି ସରପଞ୍ଚ ଶ୍ରୀମତୀ ଶଶୀ ବିଶ୍ୱାଳ, ଯୁବନେତା ଆଲୋକ ବିଶ୍ୱାଳ ପୋଡାଡିହ ସରପଞ୍ଚ ସନ୍ତୋଷ କୁମାର ମାଣିକ ସମେତ ଦଳର ବହୁ ନେତା ଓ କର୍ମୀମାନେ ଉପସ୍ଥିତ ଅଛନ୍ତି ।

Leave a Reply

Your email address will not be published.