ଭୁବନେଶ୍ବର  ଓମଫେଡ ଛକ ଟ୍ରାନ୍ସଫର୍ମର ଫାଟି ଜଳିଲା

ଭୁବନେଶ୍ଵର: ଭୋର ପ୍ରାୟ ୫ଟା ବେଳେ ଭୁବନେଶ୍ବର ଓମଫେଡ ଛକରେ ଥିବା ଟ୍ରାନ୍ସଫର୍ମର ନିଆଁ ଲାଗି ଫାଟିବା ସହ ଭୟାବହ ଅଗ୍ନୀ କାଣ୍ଡ ଘଟିଥିଲା। ଭିସ୍ଫୋରଣ ଏତେ ଭୟାବହ ଥିଲା ଯେ ଆଖ ପାଖର ଦୋକାନ ଗୁଡି କ୍ଷତିଗ୍ରସ୍ତ ହୋଇଛି।  ଆଉ ଏହି ଦୂର୍ଘଟଣା ଘଟିବା ସମୟରେ ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି | ଗୁରୁତର  ଆହତ ମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।

ତେବେ ଏତେ ଭୋରୁ କିଭଳି ଟ୍ରାନ୍ସଫରମରଟି ଫାଟିଲା ତାହା ସ୍ପଷ୍ଟ ଜଣାପଡି ନାହିଁ। ଘଟଣା ଘଟିବା ପଛର କାରଣ କ’ଣ ତାହା ଅଧିକାରୀମାନେ ଅନୁଷନ୍ଧାନ କରିବା ପରେ ସ୍ପଷ୍ଟ ଜଣାପଡିବ

Leave a Reply

Your email address will not be published.