କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଆରପାରିରେ  

ନାଗରାଜ ନ୍ୟୁଜ୍: ପିପିଲି ଉପନିର୍ବାଚନ ବେଳେ  କରୋନା ହେଲା କାଳ। କଂ‌ଗ୍ରେସ୍ ପାର୍ଥୀ ଅଜିତ ମଙ୍ଗରାଜ ସଂକ୍ରମିତ ହୋଇ ଆରପାରିକୁ ଚାଲିଗଲେ। ପରଲୋକ ହେବାପରେ ବନ୍ଦ ହୋଇପାରେ ପିପିଲି ଉପ ନିର୍ବାଚନ । ସୂଚନା ଅନୁଯାୟୀ ଅଜିତ ପିପିଲି ଉପନିର୍ବାଚନର ପ୍ରଚାର ସମୟରେ ଅସୁସ୍ଥ ହୋଇପଡିଥିଲେ, ପରେ ତାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିଲା । ଆଜି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ନେଇ ସୂଚନା ଆସିଥିବା ବେଳେ ଦିନ ୩ ଟାରେ ତାଙ୍କର ପରଲୋକ ହେବା ନେଇ ଖବର ଆସିଥିଲା ।

Leave a Reply

Your email address will not be published.