ଖବର ପାଇଲେ ପହଁଞ୍ଚିବ ପୋଲିସ, ଜାରି ହେଲା ହ୍ବାଟସପ ନମ୍ବର ଅମାନିଆଙ୍କ ପାଇଁ

ଭୁବନେଶ୍ୱର,(ନାଗରାଜ ନ୍ୟୁଜ ):୧/୦୮/୨୦୨୦

ଏଣିକି ରାଜଧାନୀରେ ନୂଆ ନିୟମ। ସାମାଜିକ ଦୁରତ୍ବ ଓ ମାସ୍କ ନପିନ୍ଧିଲେ ସିଧାସଳଖ କାର୍ଯାନୁଷ୍ଠାନ। ପୋଲିସ ନୁହେଁ ସାଧାରଣ ଲୋକ ନିୟମ ଉଲଙ୍ଘନକାରିଙ୍କ ଇନଫେରମସନ। ଏଥିପାଇଁ ଜାରି ହୋଇଛି ହ୍ବାଟସପ ନମ୍ବର।

ମାସ୍କ ଓ ସାମାଜିକ ଦୂରତା ନମାନିଲେ ପୋଲିସକୁ ହ୍ବାଟସପ କର। ଜାରିହେଲା ନମ୍ବର। ଏଣିକି ରାଜଧାନୀରେ ନୂଆ ନିୟମ। ସାମାଜିକ ଦୁରତ୍ବ ଓ ମାସ୍କ ନପିନ୍ଧିଲେ ସିଧାସଳଖ କାର୍ଯାନୁଷ୍ଠାନ। ପୋଲିସ ନୁହେଁ ସାଧାରଣ ଲୋକ ନିୟମ ଉଲଙ୍ଘନକାରିଙ୍କ ଇନଫେରମସନ।

ଏଥିପାଇଁ ଜାରି ହୋଇଛି ହ୍ବାଟସପ ନମ୍ବର। ୭୪୪୦୦୦୬୭୦୯ ନମ୍ବର ଜରିଆରେ ଯେକୌଣସି ବ୍ୟକ୍ତି ନିୟମ ଉଲଙ୍ଘନ କରୁଥିବେ ସେମାନଙ୍କ ଭିଡିଓ ସହ କେଉଁ ସ୍ଥାନରେ ନିୟମ ଉଲଙ୍ଘନ କରୁଛନ୍ତି ଡିଟେଲ ଦେଲେ ପୋଲିସ ପହଁଞ୍ଚି ଓ ସେମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବ।

ଏନେଇ କଡାକଡି ଭାବେ ନମ୍ବରକୁ କମିସନରେଟ ପୋଲିସର ଟୁଇଟର ସାଇଟରେ ଅପଡେଟ କରାଯିବା ସହ ନମ୍ବର ସର୍କୁଲେଟ କରାଯାଉଛି। ନୂତନ ଭାବେ ଯୋଗ ଦେଇଥିବା ଡିସିପି ଅମାନିଆଙ୍କୁ ସାବାଡ ପାଇଁ ଏଭଳି ପନ୍ଥା ଆପଣାଇଛନ୍ତି।

ଭୁବନେଶ୍ୱର,(ନାଗରାଜ ନ୍ୟୁଜ )

Leave a Reply

Your email address will not be published.