ସୁନାବେଶ ରେ ଚତୁର୍ଧାମୂର୍ତ୍ତି

ପୁରୀ,୨.୭.୨୦୨୦, (ନାଗରାଜ ନ୍ୟୁଜ) ଶ୍ରୀକ୍ଷେତ୍ର ପୁରୀ ରେ ପ୍ରଭୁ ଜଗନ୍ନାଥ ,ବଳଭଦ୍ର ଓ ସୁଭଦ୍ରା ଙ୍କ ସୁନାବେଶ ଦର୍ଶନ ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗିଛି .ମହାପ୍ରଭୁ ଆଜି ଚାରିଭୁଜ ଦୁଇପଦ ରେ ଦର୍ଶନ ଦେଉଛନ୍ତି ଆଇନ ଶୃଙ୍ଖଳା ଲାଗି ପୋଲିସ ପ୍ରସାଶନ ସଜାଗ ରହିଛି .

Leave a Reply

Your email address will not be published.