ଆଜି ଅନନ୍ତ ବ୍ରତ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଆଜି ଅନନ୍ତ ବ୍ରତ । ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀରେ ଶ୍ରୀମନ୍ଦିରରେ ଅନନ୍ତ ବ୍ରତ ପାଳିତ ହେବ । ମନ୍ଦିର ପରିସରରେ ଅନନ୍ତ ବ୍ରତ କଥା ପାଠ କରାଯିବ । ବଡ଼ଦେଉଳରେ ଅନୁଷ୍ଠିତ ହେବ ଅନନ୍ତ ଚତୁର୍ଦ୍ଦଶୀ ନୀତି । ଠାକୁରଙ୍କ ସନ୍ଧ୍ୟା ଧୂପ ନୀତି ପରେ ଶ୍ରୀଅନନ୍ତ ଠାକୁରଙ୍କ ନୀତି ହେବ । ଏହି ଅବସରରେ ମହିଳାମାନେ ମାର୍କଣ୍ଡ ପୁଷ୍କରିଣୀରେ ସ୍ନାନ ସହ ଅନନ୍ତ ବ୍ରତ ପାଳନ କରିବାର ପରମ୍ପରା ରହିଛି ।

Leave a Reply

Your email address will not be published.