କେନ୍ଦୁଝରରେ ମା’ ଓ ଛୁଆ ଦୁଇ ହାତୀ ମୃତ

କେନ୍ଦୁଝର :କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ କଲଣ୍ଡା ପଞ୍ଚାୟତ ଅଧିନ ରବ ଗ୍ରାମରେ ମା ଓ ଛୁଆ ହାତୀ ଦୁଇଟି ଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  କାରଣ ଜାଣିବା ପାଇଁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଚନ୍ତି। । ପ୍ରାରମ୍ଭିକ ଅନୁଧ୍ୟାନରୁ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା କର୍ମଚାରୀମାନ ଅନୁମାନ କରିଛନ୍ତି। ତେବେ ବିଷକ୍ରିୟା ଯୋଗୁ ହାତୀ ଦୁଇଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। କରାଯାଉଛି।

Leave a Reply

Your email address will not be published.