ଆଜି ଭର୍ଚୁଆଲ ମୋଡରେ ବସିବ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ

ଭୂବନେଶ୍ଵର: କରୋନା ମହାମାରୀ ହେତୁ ଆଜି ଭର୍ଚୁଆଲ ମୋଡରେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ବିଭିନ୍ନ ସମସ୍ଯା ଉପରେ ବରିଷ୍ଠ ମନ୍ତ୍ରୀ ଓ ନେତାମାନଙ୍କର ସହ ଆଲୋଚନା ହେବ । ରାଜ୍ୟ ଚିଠା ପ୍ରସ୍ତାବ ଆଗତ ହେବ ।

ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ସହ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ବୈଠକରେ ଯୋଗଦେବେ । ସେହିପରି ସମସ୍ତ ସାଂସଦ, ବିଧାୟକ ଓ ମୋର୍ଚ୍ଚା ସଭାପତିମାନେ ଉପସ୍ଥିତ ରହିବେ ।  

Leave a Reply

Your email address will not be published.