ମେସିନରେ ଶ୍ରମୀକଙ୍କ ହାତ ଚାପି ହୋଇ ଗୁରୁତର

ଭୁବନେଶ୍ୱର,୧୨।୭(ଏନ୍‌ ନ୍ଯୁଜ୍‌) ଇମ୍ପୋସିସ୍‌ ଥାନା ଅଧୀନ ଶିଖରଚଣ୍ଡୀ ନିକଟରେ ଥିବା ପାଲେଜି ବିସ୍କୁଟ କାରଖାନାରେ କାମ କରୁଥିବା ଜଣେ ଶ୍ରମୀକଙ୍କର ହାତ ମେସିନରେ ଚାପିହୋଇ ଗୁରୁତର ହୋଇଛି। ଗୁରୁତର ଶ୍ରମୀକଙ୍କ ନାମ ବଟକୃଷ୍ଣ ମହାନ୍ତି (୨୭)। ତାଙ୍କ ଘର ବରିମୁଣ୍ଡ ପଞ୍ଚାୟତର ଟାଙ୍ଗିମନ୍ତ ଗ୍ରାମରେ। ତାଙ୍କୁ ସଂସ୍ଥା ତରଫରୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନା ଭର୍ତ୍ତି କରାଯାଇଛି। କମ୍ପାନୀ ସମସ୍ତ ଚିକିତ୍ସା ଖର୍କ ବାହନ କରିଛି ଓ ସୁସ୍ଥ ହେବା ପରେ ଯୁବକଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଲାଗି ପରିବାରକୁ ପ୍ରତିଶ୍ରୃତି ଦେଇଛି।

Leave a Reply

Your email address will not be published.