କରୋନା ନେଲା ପୁଣି ୬୪ ଜୀବନ

ଭୂବନେଶ୍ବର: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ଯା ଥମିବାର ନାଁ ଧରୁନି । ଆଜି ରାଜ୍ୟରେ ପୁଣି ୬୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି । କରୋନାରେ ମୋଟ ମୃତ୍ୟୁ ସଂଖ୍ୟା  ୪୯୨୫ରେ ପହଁଞ୍ଚିଛି । ଖୋର୍ଦ୍ଧାରୁ ସର୍ବାଧିକ ୨୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ବରଗଡ଼ରୁ ୧୦, ବାଲେଶ୍ବରରୁ ୮, ସୁନ୍ଦରଗଡ଼ରୁ ୭, ଗଞ୍ଜାମରୁ ୬, କନ୍ଧମାଳ ଓ ସମ୍ବଲପୁରରେ ୨ ଏବଂ ବୌଦ୍ଧ, କଳାହାଣ୍ଡି, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ନୂଆପଡ଼ା, ପୁରୀ ଓ ରାୟଗଡ଼ାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ ହୋଇଛି ।

Leave a Reply

Your email address will not be published.