ସଙ୍ଗରୋଧରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ, ବ୍ୟକ୍ତିଗତ ସଚିବ କରୋନା ପଜିଟିଭ , ମେଲାନିଆ ଓ ଟ୍ରମ୍ପଙ୍କ କରୋନା ରିପୋର୍ଟକୁ ଅପେକ୍ଷା

ନାଗରାଜ ନ୍ୟୁଜ୍ ବ୍ୟୁରୋ: ସଙ୍ଗରୋଧରେ ରହିଛନ୍ତି  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।  ରାଷ୍ଟ୍ରପତି ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ୍ ହିକ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।  ଏ କଥା ଜଣାପଡିବା ପରେ, ଟ୍ରମ୍ପ ନିଜକୁ କ୍ୱାରେଂଟାଇନ୍ କରି ନେଇଛନ୍ତି । ଟ୍ରମ୍ପଙ୍କ  ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ମଧ୍ୟ  ସଂଗରୋଧରେ ରଖିଛନ୍ତି ।

ଆଗକୁ  ଆମେରିକାରେ ନିର୍ବାଚନ ରହିଥିବା ବେଳେ ଏପରି କରୋନା ପଜିଟିଭ୍ ଖବର ଟ୍ରମ୍ପଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଯାହା ଏହା ଟ୍ରମ୍ପଙ୍କ  ପ୍ରଚାର କାର୍ଯ୍ୟରେ ବଡ ବାଧକ ହୋଇପାରେ ।

Leave a Reply

Your email address will not be published.