ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି

କଟକ,(ନାଗରାଜ ନ୍ୟୁଜ): ଧବଳେଶ୍ୱର ପୀଠରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଜାରି କଲା ପ୍ରଶାସନ । ଝୁଲାପୋଲର ମରାମତି ପାଇଁ ବନ୍ଦ ରହିବ ଯାତାୟତ । ପ୍ରତିଦିନ ଭକ୍ତଙ୍କ ଭିଡକୁ ଆଖି ଆଗରେ ଡଙ୍ଗା ଯୋଗେ ପାରି କରାଯାଇପାରିବ ନାହିଁ ବୋଲି ସୂଚନା ଦେଲେ ଆଠଗଡ ଉପ-ଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ । ଧବଳେଶ୍ୱର ପୀଠରେ ଥିବା ବଙ୍ଗଳାରେ ଉପ-ଜିଲ୍ଲାପାଳଙ୍କ ଉପସ୍ଥିତରେ ଆଠଗଡ଼ ତହସିଲଦାର, ଗ୍ରାମ ଉନ୍ନୟନ ବିଭାଗର ବିଭିନ୍ନ ଅଧିକାରୀ, ଚୌଦ୍ୱାର ଏସଡିପିଓ ଓ ଆଡିସନାଲ ଏସପିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ପ୍ରମୁଖ ବୈଠକରେ ଯୋଗଦେଇଥିଲେ ।

Leave a Reply

Your email address will not be published.