ଆକ୍ସନ ମୋଡ଼ରେ ଗଁଦିଆ ଅବକାରୀ ବିଭାଗ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି ଢେଙ୍କାନାଳ ଜିଲ୍ଲା ଗଁଦିଆ ଅବକାରୀ ବିଭାଗ ଦ୍ୱାରା ତଳ କାଶୀପୁର ନଦୀପାଠ ରେ ଚଢ଼ାଉ,ବ୍ୟାପକ ପରିମାଣର ମହୁଲ ପୋଚ,ଯାହାକି ଲକ୍ଷାଧିକ ଟଙ୍କାର ମହୁଲ ପୋଚ ନଷ୍ଟ କରିଛି, ଏଥିରେ ଗଁଦିଆ ଅବକାରୀ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ସେନାପତି, ଙ୍କ ସହ ହିନ୍ଦୋଳ ଅବକାରୀ ବିଭାଗର ସନ୍ତୋଷ କୁମାର ସ୍ୱାଇଁ,ଢେଙ୍କାନାଳ ସଦର ହୋଇଥିଲା ଅବକାରୀ ଅଧିକାରୀ ଦେବଦତନ ବିଶ୍ୱାଳ, ମୋବାଇଲ ଷ୍କ୍ୱାଡ଼ ସତୀକାବେଶନ ଇନିସ୍ପେକଟର, ସମସ୍ତ ଷ୍ଟାଫ ଏବଂ ଗଁଦିଆଅଗ୍ନିଶମ ବିଭାଗ ଙ୍କ ମିଳିତ ସହଯୋଗରେ ୨୦୦୦୦ଲିଟର ମହୁଲ ପୋଚ ସହିତ ୧୦୦୦ଲିଟର ମଦ କୁ ଠାବ କରି ସମ୍ପୂର୍ଣ୍ଣ ପୋଡି ଢାଳି ନଷ୍ଟ କରିଛି ଅବକାରୀ ବିଭାଗ ନଷ୍ଟ କରିଥିବା ମଦ ଓ ମହୁଲ ପୋଚ ର ଆନୁମାନିକ ବଜାର ମୂଲ୍ୟ ୧୨ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରିଛି ଜିଲ୍ଲା ଅବକାରୀ ବିଭାଗ .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.