ପଞ୍ଚାୟତ ବିକାଶ ସଂଘ ପକ୍ଷରୁ ଜେଇଙ୍କୁ ଦାବିପତ୍ର

ବାରଙ୍ଗ, (ନାଗରାଜ ନ୍ୟୁଜ ): ଅଞ୍ଚଳର ବିକାଶ ପାଇଁ ପଞ୍ଚାୟତ ବିକାଶ ସଂଘ ପକ୍ଷରୁ ଆଜି ବାରଙ୍ଗ ସେକ୍ସନ ଅଫିସର ଜେଇଙ୍କୁ ଅଞ୍ଚଳରେ ବିଦ୍ୟୁତ ସରବରାହ ବହୁତ ସମୟ ଧରି ବନ୍ଦ ରହୁଥିବାରୁ ଏକ ଲିଖିତ ଦାବିପତ୍ର ଦିଆଯାଇଛି ।

ଏଥିରେ ଉଲ୍ଲେଖ ରହିଛିଯେ,୧୧କେଭି ବିଭାଜନ କ୍ଷେତ୍ରରେ ୪ ପୋଲ, ଏବି ସୁଇଚିର ସୁବିଧା, ପ୍ରତି ଟ୍ରାନ୍ସଫର୍ମର ସବଷ୍ଟେସନରେ ଏବି ସୁଇଚ ଓ କଟଆଉଟ ସୁବିଧା କରାଯାଉ । ଯାହାଦ୍ୱାରା ଏହି ସମସ୍ତ ସମସ୍ୟା ଦୂର ହୋଇଯିବ ବୋଲି ମତ ପ୍ରକାଶ ପାଇଛି ।

Leave a Reply

Your email address will not be published.