ପୁରୀର ମାହାରୀ ନୃତ୍ୟ ଏକ ବିଶେଷ ଆକର୍ଷଣ

ପୁରୀ,(ନାଗରାଜ ନ୍ୟୁଜ): ପୁରୀର ମାହାରୀ ନୃତ୍ୟ ଏକ ବିଶେଷ ଆକର୍ଷଣ. ଦେବଦାସୀମାହାରୀ ନୃତ୍ୟ ଶ୍ରୀ ଜଗନାଥ ଙ୍କ ଶୟନ ସମୟରେ . ଏହି ନୃତ୍ୟ ଶ୍ରୀ ମନ୍ଦିରରେ ପରିବେଷଣ କରାଯାଏ . ପୁରୀ ଦୋଳ ମଣ୍ଡପ ସାହିର ଏକ ନୃତ୍ୟ ଶିଳ୍ପୀ ଏହି ନୃତ୍ୟକୁ ମାନ୍ୟତା ଦେଉଥିବା ବେଳେ ବିଭିର୍ନ ଜାଗା ରେ ନୃତ୍ୟ ପରିବେଷଣ କରିଥାନ୍ତି .

Leave a Reply

Your email address will not be published.