ସ୍ୱର୍ଗତ ହରିହର ପଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ପୁରୀ, (ନାଗରାଜ ନ୍ୟୁଜ ): ବିହାର ଅତିଥି ଭବନରେ ସ୍ୱର୍ଗତ ହରିହର ପଣ୍ଡାଙ୍କ ସ୍ମୃତିରେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା । ସେ ଜଣେ ମିଷ୍ଟଭାସି ସୁଦାର ବଡ ପଣ୍ଡା । ପୁରୀ ଶ୍ରୀମନ୍ଦିରରେ ସେ ଜଣେ ମିଷ୍ଟଭାସି ବଡ଼ପଣ୍ଡା ଥିଲେ । ତାଙ୍କ ସ୍ମୃତିରେ ତାଙ୍କ ନାତି ସତ୍ୟ ଗୁରୁ, ହନୀ ଗୁରୁ,ଲିଟୁଗୁରୁ, ପ୍ରସନ୍ନ ଗୁରୁ ଓ ଗୁଲୁ ଗୁରୁ ଉପସ୍ଥିତ ଥିଲେ । ତାଙ୍କର ପୁଅ ରବି ନାରାୟଣ ଗୁରୁଙ୍କ ଆଖିରୁ କୋହ ଭରା ଲୁହ ଆସି ଯାଇଥିଲା । ଉକ୍ତ ସଭାରେ ବିଧାୟକ ଜୟନ୍ତ ସଡ଼ଙ୍ଗୀ ଉପସ୍ଥିତ ଥିଲେ । ଏବଂ ରୁଷିଆରୁ କିଛି ସଦସ୍ୟ ଉପସ୍ଥିତ ରହି ଜଗନ୍ନାଥଙ୍କ ନାମର ପ୍ରସାର କରିଥିଲେ ।

Leave a Reply

Your email address will not be published.