ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦାକରି ଆମ ଆଦମୀ ପାର୍ଟିର ନିରବ ଶୋଭାଯାତ୍ରା

ପୁରୀ, (ନାଗରାଜ ନ୍ୟୁଜ): ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘଟଣାକୁ ବିରୋଧ । ଯାଜପୁର ବିଂଝାରପୁର ରେ ଭୋଟଦାନ କେନ୍ଦ୍ରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦାକରି ଆମ ଆଦମୀ ପାର୍ଟିର ପୁରିଜିଲ୍ଲା ଆବାହକ ସଂଜୀବ ମହାନ୍ତିଙ୍କ ନେତୃତ୍ୱରେ ଗୁଣ୍ଡିଚା ମନ୍ଦିର ଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ଏକ ନିରବ ଶୋଭାଯାତ୍ରାରେ ଯିବାସହିତ ଅମରଆତ୍ମର ସଦଗତି କାମନା କରିଥିଲେ ।

Leave a Reply

Your email address will not be published.