ଜଗତପୁର ଖଇରପୋଲ ନିକଟରେ ଦୁର୍ଘଟଣା

କଟକ,(ନାଗରାଜ ନ୍ୟୁଜ): ଜଗତପୁର ଖଇରପୋଲ ନିକଟରେ ଦୁର୍ଘଟଣା | ଦୁଇଟି ବାଇକ ଓ 5ଟି କାର ଉପରେ ମାଡି ଯାଇ ଫଳ ଦୋକାନ ଉପରେ ମାଡିଗଲା ଟ୍ରକ | ଦ୍ରୁତ ଗତିରେ ସାଲେପୁରରୁ କଟକ ଆଡକୁ ଟ୍ରକଟି ଆସୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା | ଦୁର୍ଘଟଣାରେ 6ଜଣ ଆହତ ହୋଇ ଏସସିବି ମେଡିକାଲରେ ଭର୍ତି ହୋଇଥିବାଦ ବେଳେ ଜଣକର ମୃତ ଘଟିଛି | ମୃତକ ଜଣକ ଜଗତପୁର ଅଂଚଳର ସୁବାସ ସାହୁ ବୋଲି ସୂଚନା ରହିଛି |

Leave a Reply

Your email address will not be published.