ପୁରୀ ପରେ କୋଣାର୍କରେ ପହଁଚିଲା କୁଇନ୍ସ ବାଟେଲ ରିଲେ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ପରେ କୋଣାର୍କରେ ପହଁଚିଲା କୁଇନ୍ସ ବାଟେଲ ରିଲେ । କୋଣାର୍କ ସୁର୍ୟ୍ୟ ମନ୍ଦିର ସମ୍ମୁଖରେ ଏହାକୁ କରାଯାଇଛି ସ୍ଵାଗତ । ଇଂଲଣ୍ଡର ବର୍ମୀଂହାମ ରେ ୨୦୨୨ କମନ ୱେଲଥ ଗେମ ଅନୁଷ୍ଠିତ ହେବ । ଏଥିପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ସାରା ବିଶ୍ୱରେ ପରିଭ୍ରମଣ କରୁଛି କୁଇନ୍ସ ବାଟେନ ରିଲେ । ଏହାକୁ ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଛି । ଏହାକୁ ବିଭିନ୍ନ ସ୍ଥାନରେ କ୍ରୀଡ଼ାବିତ ଓ କ୍ରୀଡା ପ୍ରେମୀମାନେ ସ୍ୱାଗତ କରିଥିଲେ ।

Leave a Reply

Your email address will not be published.