ବିଜେଡିରେ ଯୋଗ ଦେଲେ ବ୍ରହ୍ମଗିରିର ବ୍ଲକ ବିଜେପି କର୍ମୀ

ପୁରୀ,( ନାଗରାଜ ନ୍ୟୁଜ): ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସୁଶାସନ, ସ୍ବଚ୍ଛ ଭାବମୂର୍ତ୍ତି ଏବଂ ଲୋକାଭିମୁଖୀ ଯୋଜନାରେ ଅନୁପ୍ରାଣିତ ହୋଇ ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟି ପଞ୍ଚାୟତ ଗୋଲରା ଗ୍ରାମର ନବକିଶୋର ସ୍ଵାଇଁ, ଗଙ୍ଗାଧର ସ୍ଵାଇଁ, ଶରତ ସ୍ଵାଇଁ ଓ କମ୍ଭୁପାଣି ପ୍ରଧାନଙ୍କ ପରିବାର ବିଜେପି ଦଳ ପରିତ୍ୟାଗ କରି ବିଜେଡିରେ ମିଶିଛନ୍ତି । ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମାଙ୍କ ଉପସ୍ଥିତିରେ ବିଦ୍ଧି ବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି ।

Leave a Reply

Your email address will not be published.