ଧ୍ରୁବ ଚରଣ ବେହେରାଙ୍କୁ ସମ୍ବର୍ଦ୍ଧନା

ଭାପୁର, (ନାଗରାଜ ନ୍ୟୁଜ): ଭାପୁର ବ୍ଲକ୍ ଅଧିନସ୍ତ ଧାନଚାଙ୍ଗଡ ପଞ୍ଚାୟତ ରେ ଆଦିବାସି ଗ୍ରାମ କାଳିଆ ପଲ୍ଲୀ ସରକାରୀ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପଢୁଥିବା ଶ୍ରୀ ଧ୍ରୁବ ଚରଣ ବେହେରାଙ୍କୁ ମେଧାବୀ କନ୍ୟା ଭାପୁର ବ୍ଲକ୍ ଓ ନୟାଗଡ ଜିଲ୍ଲା ସ୍ତର ର ବିଜ୍ଞାନ ମେଳା ରେ ସଫଳତା ହାସଲ କରି ରାଜ୍ୟ ସ୍ତରକୁ ଉନ୍ନୀତ ହୋଇଥିବା ବିଜୟ ଲକ୍ଷ୍ମୀ ଙ୍କୁ ଭେଟି ମାନ୍ୟବର ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ସମ୍ବର୍ଦ୍ଧନା ଓ ଶୁଭେଚ୍ଛୁ ଜଣାଇଥିଲେ। ଏହି କୁନି ପ୍ରତିଭା କୁ ସାମାଜିକ ଗଣମଧ୍ୟାମ ଦ୍ଵାରା ଲୋକ ଲୋଚନକୁ ଆଣିଥିବା ମାଧପୁର ପଞ୍ଚାୟତ ମାଧପୁର ଗ୍ରାମରପୂର୍ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ଦାସ ଏବଂ ପଥ ପ୍ରଦର୍ଶନ ଶ୍ରୀ କୁଳମଣି ବେହେରାଙ୍କୁ ସାଧୁବାଦ୍ ଜଣାଉଛି ।

ଭାପୁରରୁ ବିଦ୍ୟାଧରଙ୍କ ରିପୋର୍ଟ

Leave a Reply

Your email address will not be published.