ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ନାଗରାଜ ନ୍ୟୁଜର କାର୍ଯ୍ୟରତ ସାମ୍ବାଦିକ ଲୋଚନ ରାଉତଙ୍କ ଶୁଭେଚ୍ଛା ବାର୍ତ୍ତା

ଖଇରା, (ନାଗରାଜ ନ୍ୟୁଜ): ସର୍ବେ ଭବନ୍ତୁ ଶୁଖିନଃ । ସର୍ବେ ଶାନ୍ତୁ ନିରାମୟ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଖଃ ଭାବେ ଭବେତ୍ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ନାଗରାଜ ନ୍ୟୁଜର କାର୍ୟ୍ୟରତ ସାମ୍ବାଦିକ ଲୋଚନ ରାଉତ । ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଜିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ସମସ୍ତ ସାମ୍ବାଦିକ ଭାଇ ଓ ଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ପ୍ରଭୁ ଶ୍ରୀ ରାଧାକୃଷ୍ଣଙ୍କ ନିକଟରେ ଏହି ଉତ୍ସବ ଆପଣ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧିର ରଙ୍ଗ ଭରି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।

ବାଲେଶ୍ୱର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.