କରୋନା ସଚେତନତା ଅଭିଯାନ ଅନୁଷ୍ଠିତ

ଭୂବନେଶ୍ବର: ବାଙ୍କୀ ବୈଦେଶ୍ୱର ପଞ୍ଚାୟତ ମାଳିସାହି ଗାଁ କଲ୍ୟାଣ ସମିତି ପକ୍ଷରୁ ଆଜି ସାହି ସାହି ବୁଲି କରୋନା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନରେ ବୈଦେଶ୍ୱର ସରପଞ୍ଚ ଶ୍ରୀମତୀ ଉର୍ମିଳା ସାହୁ, ସମିତି ସଭ୍ୟ ଶ୍ରୀମତୀ ସୁଲୋଚନା ରଣା ତଥା ଗ୍ରାମର ବିଶିଷ୍ଠ ବ୍ୟକ୍ତି ଓ ଆଶାକର୍ମୀ ପ୍ରମୁଖ ଏହି ଅଭିଯାନରେ ସାମିଲ ହୋଇଥିଲେ । ଗ୍ରାମରୁ କିପରୀ ଭାବେ କରୋନା ସଂକ୍ରମଣରୁ ପ୍ରତିହତ କରାଯିବ ଓ କରୋନାଠାରୁ ଦୂରେଇ ରହିବାକୁ ଆଜିର ଏ ସଚେତନତା ଅଭିଯାନ କରାଯାଇଥିଲା ।

Leave a Reply

Your email address will not be published.