କାଳୀ ପୂଜା ପାଳିତ

ପୁରୀ, ଆଜି ଅମାବାସ୍ୟା କାଳୀ ପୂଜା . ପୁରୀରେ ମା ଶ୍ୟାମାକାଳୀ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି . ମା ଙ୍କ ମନ୍ଦିର ବହୁତ ପୁରାତନ ଓ ବହୁତ ବିଖ୍ୟାତ ଅଟେ . ପୁରୀ ରାଜା ଙ୍କ ପୁରୁଣା ନହର ରେ ଏହି ମନ୍ଦିର ବହୁତ ଧୂମଧାମ ରେ ମା ଙ୍କର ପୂଜା ଅର୍ଚନା କରାଯାଇଛି ବହୁତ ଶ୍ରଦ୍ଧାଳୁ ମା ଙ୍କ ଦର୍ଶନ କରି ଅର୍ଣ୍ଣ ପ୍ରସାଦ ଗ୍ରହଣ କରଥିବା ଦେଖା ଯାଇଥିଲା .

Leave a Reply

Your email address will not be published.